The Ultimate Managed Hosting Platform
ADVERTISEMENT

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଅଭିଯୋଗ କରିଥିବା ୭ ମହିଳା ରେସଲରଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ସୁରକ୍ଷା ମିଳିଛି। ଡବ୍ଲ୍ୟୁଏଫଆଇ ମୁଖ୍ୟ ବ୍ରିଜଭୂଷଣ ଶରନ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବାର ୨ ଦିନ ପରେ ମହିଳା ରେସଲରଙ୍କୁ ସୁରକ୍ଷା ଦେଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ କରିଥିଲା ପୋଲିସ । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା ରେସଲର। ବ୍ରିଜଭୂଷଣଙ୍କ ଗିରଫ ଦାବିରେ ସେମାନେ ଦିଲ୍ଲୀ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login