The Ultimate Managed Hosting Platform
ADVERTISEMENT

ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି ଲଜ୍ଜା । ଆଲ୍‌ବମ୍ ଅଭିନେତ୍ରୀଙ୍କୁ ରାତି ସାରା ହାତ ଗୋଡ ବାନ୍ଧି ଦୁଷ୍କର୍ମ । ସୂଚନା ଅନୁଯାୟୀ, ରାତିରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ସୁଟିଂ କରିବା ବାହାନାରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ପ୍ରଯୋଜକ ଦୁଷ୍କର୍ମ କଲେ ଓ ତାଙ୍କ ସହଯୋଗୀ ଭିଡିଓ ସୁଟିଂ କଲେ। ଜୀବନ ଚାଲିଯିବା ଭୟରେ ବିଚରା ନାବାଳିକା ନିରବରେ ସବୁ ସହିବାକୁ ବାଧ୍ୟ ହୋଇଥିଲେ।ଶୁକ୍ରବାର ସକାଳେ ସେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇବା ପରେ ଏହି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପରିବାର ଲୋକେ ମହିଳା ଥାନା ଓ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ପୂର୍ବରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଭିଡିଓ ସୁଟିଂ ହୋଇଥିବା ଘର ଯାଞ୍ଚ କରି କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login