The Ultimate Managed Hosting Platform
ADVERTISEMENT

ସିରିଜ ଦୁର୍ଘଟଣା : ୭ ଗୁରୁତର

Facebook
Twitter
LinkedIn

ଆନନ୍ଦପୁର : ଭାରସାମ୍ୟ ହରାଇ ୪ଟି ଟ୍ରକ ଏବଂ ୪ଟି ବାଇକକୁ ପିଟିଲା ଆଉ ଏକ ଟ୍ରକ । ଏନଏଚ ୨୦ ବାଇପାସ ନିକଟରେ ଭାରସାମ୍ୟ ହରାଇ ଧକ୍କା ଦେଲା । ଗୁରୁତର ୭ ଟ୍ରକ ଡ୍ରାଇଭରଙ୍କୁ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଟାଉନ ଥାନା ଜୁଡିଆ ସାମଲ ମୋଟର ସମ୍ମୁଖରେ ଘଙ୍କିଛି ସିରିଜ ଦୁର୍ଘଟଣା ।୩ଟି ବାଇକ ଭାଙ୍ଗି ଚୁରମାର । ଟ୍ରକର ବ୍ରେକ ଫେଲ ହେଇ ଯିବାରୁ ଏହି ସିରିଜ ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login