ବୈାଦ୍ଧ: ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟା କଲା ସିକ୍ୟୁରିଟି ଗାର୍ଡ । ଖୁଣ୍ଟିଆପଡା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ ହତ୍ୟା । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କଲା ବୈାଦ୍ଧ ଆଦର୍ଶ ଥାନା ପୋଲିସ । ମୃତକ ରାଉତବାହାଲ ଗାଁରହୋଇଥିବା ବେଳେ ଅଭିଯୁକ୍ତ ଖୁଣ୍ଡିଆପଡା ଗାଁର ସୂଚନା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରିଛି ପୋଲିସ୍ । ଉଭୟେ ରେଳ ଲାଇନ୍ ନିର୍ମାଣ କାର୍ୟ୍ୟରେ ଜଗୁଆଳି ଭାବେ କାମ କରୁଥିଲେ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାର ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ।
Views: 101











