The Ultimate Managed Hosting Platform
ADVERTISEMENT

ସାରା ରାଜ୍ୟରେ କୋହଲା ପାଗ , ଦୁଇ ଦିନ ହେଲା ବଣାଇରେ ଲଘୁଚାପ ବର୍ଷା ଜାରି

Facebook
Twitter
LinkedIn

ସୁନ୍ଦରଗଡ଼ : ଗତ ଦୁଇ ଦିନ ଧରି ବର୍ଷା ପରେ ଆଜି କୋହୋଲା ପାଗ । ସାରା ରାଜ୍ୟରେ ଜାରି ରହିଛି ଶତ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଦୁଇ ଦିନ ହେଲା ଲଘୁଚାପ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ ଅଳ୍ପ ବର୍ଷା ହେଉଛି । ରାସ୍ତା ଘାଟରେ ଅଳ୍ପ ଲୋକ ଯିବା ଆସିବା କରୁଛନ୍ତି । ଏହି ମେଘୁଆ ପାଗ ବନ୍ଦ ହବା ପରେ ଶୀତ ଜୋର ଧରିବ ବୋଲି ଅନୁମାନ କରୁଛନ୍ତି

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login