The Ultimate Managed Hosting Platform
ADVERTISEMENT

ସାପ କାମୁଡାରେ ମାଆ-ପୁଅଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ବଣାଇ : ସାପ କାମୁଡାରେ ନାବାଳକ ପୁଅ ସହ ମାଆର ବି ଚାଲିଗଲା ଜୀବନ । ମହୁଲ ପଦା ଥାନା ବଡ ଚୁଆଁ ଗାଁରେ ମାଆ- ପୁଅ ସର୍ପାଘାତର ଶିକାର ହୋଇଛନ୍ତି । ଗୁରତର ମାଆକୁ ହସ୍ପିଟାଲ ନେବା ବେଳେ ବାଟରେ ହିଁ ଜୀବନ ଯାଇଛି । ତେବେ ମାଆ-ପୁଅଙ୍କର ଏକାବେଳେ ପ୍ରାଣହାନି ହେବାରୁ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login