ଟିଟିଲାଗଡ : ସାପ କାମୁଡାରେ ଭାଇଭଉଣୀଙ୍କ ମୃତ୍ୟୁ ଅଭିଯୋଗ । ସଇଁତଳା ଥାନା ଜାମପଦର ଗାଁରେ ଅଭାବନୀୟ ଘଟଣା । ରାତିରେ ବାପାମା’ ସହ ଶୋଇଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ଉଭୟଙ୍କ ସଇଁତଳା ମେଡିକାଲକୁ ଅଣାଯାଇଥିଲା । ଚିକିତ୍ସା ବେଳେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଘର ଭିତରୁ ସାପ ବାହାରିବାରୁ ସାପ କାମୁଡାରେ ମୃତ୍ୟୁ ସନେ୍ଦହ ।
Views: 61