The Ultimate Managed Hosting Platform
ADVERTISEMENT

ସାଉଥ ସୁପରଷ୍ଟାରଙ୍କ ସହ ନଜର ଆସିବେ ତବୁ

Facebook
Twitter
LinkedIn

ମୁମ୍ବାଇ : ସାଉଥ ସୁପରଷ୍ଟାରଙ୍କ ସହ ନଜର ଆସିବେ ତବୁ । ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ବହୁ ଚର୍ଚ୍ଚାରେ ରହିଥାନ୍ତି ‘ତବୁ’ । ସେ କିଛି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ହଲିଉଡ୍ ସହିତ ଭାରତରେ ମଧ୍ୟ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି । ବଲିଉଡରେ ଅନେକ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ତବୁ’ ଖୁବ୍ ଶୀଘ୍ର ଏକ ସାଉଥ୍ ଫିଲ୍ମରେ ନଜର ଆସିବେ । ଗତକାଲି ଅର୍ଥାତ୍ ଫିଲ୍ମର ନିର୍ମାତାମାନେ ଗୁରୁବାର ଦିନ ଏହା ଘୋଷଣା କରିଛନ୍ତି । ଗୁରୁବାର ଏପ୍ରିଲ୍ ୧୦ ତାରିଖରେ, ନିର୍ମାତାମାନେ ଫିଲ୍ମର ଷ୍ଟାରକାଷ୍ଟଙ୍କ ଫଟୋ ସେୟାର କରିଛନ୍ତି । ଦୁଇ ଷ୍ଟାରଙ୍କ ସାକ୍ଷାତର ଫଟୋ ସହିତ ଫିଲ୍ମଟି ମଧ୍ୟ ଘୋଷଣା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login