The Ultimate Managed Hosting Platform
ADVERTISEMENT

ସହଯୋଗର ହାତ ବଢାଇଲେ ବ୍ରିଟେନ୍, ଫ୍ରାନ୍ସ । ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ୨୭ଟି ଦେଶଙ୍କ ପ୍ରତିଶୃତି । 

Facebook
Twitter
LinkedIn

 ୟୁକ୍ରେନରେ ଏବେବି ଜାରି ରହିଛି ଋଷ ସେନାର ଆକ୍ରମଣ । ଏହା ମଧ୍ୟରେ ସେନା ୟୁକ୍ରେନର ଅନେକ ପ୍ରାନ୍ତ ଅଧିକାର କରିନେବା ସହ ଏବେ ବି ବିସ୍ଫୋରଣ ଓ ରକେଟ ମାଡ ଜାରି ରଖିଛି । ଅନ୍ୟପଟେ କାହାରି କଥା ଶୁଣୁନଥିବା ଋଷ ଉପରେ ଆକ୍ରୋଶ ମନୋଭାବ ପୋଷଣ କରିଛନ୍ତି ୟୁରୋପୀୟ ରାଷ୍ଟ୍ର ସମୂହ । ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ସହାୟତା ଯୋଗାଇଦେବାକୁ ବ୍ରିଟେନ ସମୟ ୨୭ଟି ଦେଶ ପ୍ରତିଶୁତି ଦେଇଛନ୍ତି । ଏହା ଘୋଷଣା କରିଛନ୍ତି ନିଜେ ୟୁକ୍ରେନ ରାଷ୍ଟ୍ରପତି ବୋଲିଦାଭିର ଜେଲେନସ୍କି ।

ୟୁକ୍ରେନ୍କୁ ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ଏବେ ଅସ୍ତ୍ର ଆସିବା ଆରମ୍ଭ କରିଛି। ଯୁଦ୍ଧ ବିରୋଧୀ ମେଣ୍ଟ କାମ ଦେଉଛି ବୋଲି ଜେଲେନସ୍କି ଟ୍ବିଟ୍ କରି କହିଛନ୍ତି। ବ୍ରିଟେନ୍ ସମେତ ୨୭ଟି ରାଷ୍ଟ୍ର ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ସହାୟତା ପଠାଇବାପାଇଁ ରାଜି ହୋଇଛନ୍ତି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ୟୁକ୍ରେନ୍କୁ ଅସ୍ତ୍ର ପଠାଇବାପାଇଁ ପୂର୍ବରୁ ଯେଉଁ ରାଷ୍ଟ୍ରମାନେ ମନା କରୁଥିଲେ ସେମାନେ ଏବେ ଅସ୍ତ୍ର ପଠାଇବାକୁ ରାଜି ହୋଇଛନ୍ତି ବୋଲି ସେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅନଲାଇନରେ ଅବଢା !

ଅନଲାଇନରେ ଅବଢା !

ପୁରୀ : ଅନଲାଇନରେ ଅନ୍ନପ୍ରସାଦ ବା ଅବଢା ମିଳିବା ନେଇ ବିଜ୍ଞାପନ । ଅବଢା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ । ଏକ ଫୁଡ ଆପ୍ଲିକେସନ ପକ୍ଷରୁ...

Login