The Ultimate Managed Hosting Platform
ADVERTISEMENT

ସର୍ବସ୍ୱ ଲୁଟିନେଲେ ; ଝରକା ତାଡି ନେଇଗଲେ ସୁନା ଗହଣା

Facebook
Twitter
LinkedIn

ଆନନ୍ଦପୁର : ଝରକା ତାଡି ୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ । ଆନନ୍ଦପୁର ଥାନା ବଞ୍ଚୋ ଛକ ନିକଟ ଜଣଙ୍କ ଘରୁ ଲୁଟ । ଘରେ ଲୋକ ଶୋଇଥିବା ବେଳେ ଲୁଟି ନେଇଥିବା ଅଭିଯୋଗ । ର୍କଣ୍ଡ ଓଝାଙ୍କ ଘର ଝରକାର ଗ୍ରୀଲ ଭାଙ୍ଗି ଆଲମିରା ତାଡ଼ି ୫ଭରିରୁ ଅଧିକ ସୁନା ଅଳଙ୍କାର, ୫ହଜାର ଟଙ୍କା ଏବଂ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ଝରକା ଖୋଲାଥିବା ଦେଖି ଲୁଟ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏନେଇ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ । ଅଞ୍ଚଳରେ କିଛି ଦିନ ମଧ୍ୟରେ ଲଗାତାର ଚୋରିକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login