ବାଲିଗୁଡ଼ା: ସରିଲା ମା ଦଣ୍ଡ କାଳୀଙ୍କ ୧୩ ଦିନାତ୍ମକ ଦଣ୍ଡ ଯାତ୍ରା । ୧୩ ଦିନ ଧରି ଦଣ୍ଡୁଆମାନେ ନିଷ୍ଠାର ସହ ମା’ଙ୍କ ସେବା କରିଥାନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ମେରୁ ଯାତ୍ରା । ଶନିବାର ମା’ଙ୍କ ମେରୁ ଯାତ୍ରା । ଏପ୍ରିଲ ୧ ତାରିଖରୁ ମା’ଙ୍କ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ମେରୁ ଯାତ୍ରାରେ ଉଦଯାପିତ ହୋଇଛି। ଏହି ମେରୁ ଯାତ୍ରାରେ ୧୬ ଦଣ୍ଡ ଭାଙ୍ଗିବା ପରେ ଶିବ ଓ ଶକ୍ତିଙ୍କୁ ନେଇ ପାଣି ଦଣ୍ଡକୁ ଯାଆନ୍ତି ଦଣ୍ଡୁଆ । ସେଠାରୁ ଫେରିବା ପରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଯଥା ନିତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମ କାର୍ୟ୍ୟ ଅନୁଷ୍ଠିତ ହୁଏ । ଶେଷରେ ପାଟ ଭୋକ୍ତା ଖିରରେ ଗାଧୋଇବା ପରେ ଯଜ୍ଞ କୁଣ୍ତର ବ୍ରହ୍ମ ଅଗ୍ନିରେ ଝାସ ଦିଅନ୍ତି । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ମାଆଙ୍କ ମେରୁ ଯାତ୍ରାରେ ଯୋଗଦେଇ ମାଆଙ୍କ କୃପା ଲାଭ କରିଛନ୍ତି । ଏହି ମେରୁ ଯାତ୍ରାରେ ବର୍ଷର ନୁଆ ଆମ୍ବ, ଖଜୁରୀ କୋଳି ପୂଜା ହୋଇଥାଏ। ନୂଆ ଫଳ ପୂଜା ହେବାପରେ ଅଞ୍ଚଳବାସୀ ଏହାକୁ ସେବନ କରିଥାନ୍ତି ।
ସରିଲା ମା କାଳୀଙ୍କ ଦଣ୍ଡ ଯାତ୍ରା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







