The Ultimate Managed Hosting Platform
ADVERTISEMENT

ସରିନି ଅପରେସନ ସିନ୍ଦୂର : ରିଜିଜୁ

Facebook
Twitter
LinkedIn

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ସରିନି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ସର୍ବଦଳୀୟ ବୈଠକ ପରେ ବଡ ସୂଚନା ଦେଲେ କିରଣ ରିଜିଜୁ । ଅନ୍ୟପଟେ ରାଜନାଥ ସିଂହ କହିଛନ୍ତି ଯେ, “ଅପରେସନ ସିନ୍ଦୂର ଏଯାଏ ଶେଷ ହୋଇନାହିଁ। ଏହା ଆଗକୁ ଚାଲୁ ରହିବ। ପାକିସ୍ତାନ ଆକ୍ରମଣ କଲେ ଏହାର ଜବାବ୍ ଦିଆଯିବ। ଯଦିଓ ଭାରତ ଏହି ସମୟରେ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚାହୁଁନାହିଁ, କିନ୍ତୁ ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଏହାର ଜବାବ ଦେବ। ଏହି ଅପରେସନ ଚାଲୁ ରହିଥିବାରୁ ଏହା ସହ ଜଡ଼ିତ ସବିଶେଷ ତଥ୍ୟ ଦିଆଯାଇପାରିବ ନାହିଁ।”ତେବେ ଭାରତ, ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀରର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆଡ୍ଡାକୁ ଧ୍ବଂସ କରିଥିଲା। ଏପ୍ରିଲ ୨୨ରେ ପହଲଗାମ୍ରେ ଆତଙ୍କବାଦୀ କରିଥିବା ଆକ୍ରମଣ ପରେ ଏହାର ପ୍ରତିଶୋଧ ନେବାକୁ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ। ଏପର୍ୟ୍ୟନ୍ତ ୧୦୦ଜଣ ଆତଙ୍କବାଦୀ ନିହତ ହୋଇଥିବା ବୈଠକରେ କହିଛନ୍ତି ରାଜନାଥ ସିଂହ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସରକାରୀ କୋଷରୁ ୨.୩୮ ତୋଟି ଚଳୁ ; କିରାଣି ନିଲମ୍ବିତ

ସରକାରୀ କୋଷରୁ ୨.୩୮ ତୋଟି ଚଳୁ ; କିରାଣି ନିଲମ୍ବିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ । କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମଓ । ୨.୩୮...

ଆସାମ ମ୍ୟୁନସିପାଲଟି ନିର୍ବାଚନରେ ବିଜେପିର ବଡ଼ ବିଜୟ

ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।...

ADVERTISEMENT
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

Login