The Ultimate Managed Hosting Platform
ADVERTISEMENT

ସରକାର ଦେଲେ ବଡ ଆହ୍ୱାନ, ପାଳନ ହେବ ଡ୍ରାଏ ଡେ : ଏହି ଦିନ ମଦ ଦୋକାନରେ ପଡିବ ତାଲା

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ସରକାର କିଛି ଧାର୍ମିକ ଦିନକୁ ଆଖି ଆଗରେ ରଖି ମଦ ଦୋକାନ ଉପରେ ରୋକ ଲଗାଇଛନ୍ତି । ଯାହାକୁ ‘ଡ୍ରାଏ ଡେ’ ଭାବେ ସରକାର ଘୋଷଣା କରିଛନ୍ତି । ଯାହାକି ୩ ମାସ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ । ଏହି ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସଠାରୁ ଆରମ୍ଭ ହେବ । ଜାଣନ୍ତୁ ଡ୍ରାଏ ଡେ କେବେଠୁ ପାଳନ କରାଯିବ । ତେଣୁ ମଦ ବିକ୍ରି ଉପରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଦିଲ୍ଲୀ ଅବକାରୀ ନିୟମାନୁସାରେ ୨୦୧୦ ର ୫୨ ଧାରାରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ଚଳିତ ବର୍ଷ ୨୦୨୫-୨୬ରେ ଲାଗୁ କରାଯିବ । ଏହାର ନିୟମ କେବଳ ମଦ ଦୋକାନୀଙ୍କ ପାଇଁ ସୀମିତ ନୁହେଁ ବରଂ ହୋଟେଲ, ରେଷ୍ଟୁରାଣ୍ଟରେ ମଧ୍ୟ ନିୟମ ଲାଗୁ କରାଯିବ ।
ରାମ ନବମୀ – ୬ ଏପ୍ରିଲ
ମହାବୀର ଜୟନ୍ତୀ – ୧୦ ଏପ୍ରିଲ
ଗୁଡ ଫ୍ରାଇଡେ – ୧୮ ଏପ୍ରିଲ
ବୁଦ୍ଧ ପୂର୍ଣ୍ଣିମା – ୧୨ ମେ
ଇଦ-ଉଲ-ଜୁହା – ୬ ଜୁନ୍

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login