ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଲୁଟ୍ । ପଞ୍ଚାୟତରାଜ ବିଭାଗ ଅତିରିକ୍ତ ନିଦେ୍ର୍ଦଶକଙ୍କ ଘରୁ ଚୋରି । ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡାରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ନଗଦ ଦେଢ ଲକ୍ଷ ସହ ୮ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଚୋରି । ଘରେ ଶୋଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଏହା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
Views: 77