The Ultimate Managed Hosting Platform
ADVERTISEMENT

ସରକାରଙ୍କୁ ସମ୍ବିତଙ୍କ ଭର୍ତ୍ସନା

Facebook
Twitter
LinkedIn

ଭୁବନେଶ୍ୱର : ବେଦାନ୍ତ ବିଶ୍ୱ ବିଦ୍ୟାଳୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ସମ୍ବିତ ପାତ୍ର । ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ସାଧାରଣ ଲୋକଙ୍କ ସମ୍ପତ୍ତିକୁ ଏକ କମ୍ପାନୀକୁ ଦେବା ଚିନ୍ତାର ବିଷୟ । ରାଜ୍ୟ ସରକାର କେବଳ ସମ୍ପୃକ୍ତ ଘରୋଇ କମ୍ପାନୀ ପାଇଁ ଚିନ୍ତିତ ଥିଲେ । ୬ ହଜାର ଜମିହରା ଚାଷୀଙ୍କ ପାଇଁ ଚିନ୍ତିତ ନ ଥିଲେ ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ରାୟ ବଳରେ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି ସମ୍ବିତ ପାତ୍ରା

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login