The Ultimate Managed Hosting Platform
ADVERTISEMENT

ସମୟାନୁବର୍ତିତା ଓ ଶୃଙ୍ଖଳିତ ଜୀବନ ବିଦ୍ୟାର୍ଥୀଙ୍କ ସଫଳତାର ମାପକାଠି ।

Facebook
Twitter
LinkedIn

କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ବେଲଦାଣ୍ଡିଆ ରେ ପ୍ରଧାନ ଶିକ୍ଷକ ଅଭିରାମ କାମିଳା ଙ୍କ ପୌରହିତ୍ୟରେ ନବାଗତ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ବାଗତ
ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବସ୍ତା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜ ସେବୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ଦାସ ଓ ବର୍ତ୍ତମାନର ଅଧ୍ୟକ୍ଷା
ଶ୍ରୀମତୀ ଅଞ୍ଜଳି ଦାସ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହିତ, ସମୟାନୁବର୍ତିତା ଓ ଶୃଙ୍ଖଳିତ ଜୀବନ ହିଁ , ବିଦ୍ୟାର୍ଥୀ ର ସଫଳତା ର ମାପକାଠି। ଛାତ୍ର ଛାତ୍ରୀ ହେଉଛନ୍ତି ଦେଶର ସମ୍ପତି , ଆସନ୍ତା କାଲିର ଭବିଷ୍ୟତ।

ତେଣୁ ବଡ ମଣିଷ ହେବା ସହିତ ଭଲ ଓ ସଂସ୍କାରି ମଣିଷ ହୋଇ ସମାଜ ସୁଧାର ଆଣି , ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗର୍ବ ଗୌରବ ଅର୍ଜନ କରି ପାରିଲେ ସାର୍ଥକତା ମିଳିପାରିବ ବୋଲି ପିଲାଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ଦେଇଥିଲେ। ବିଦ୍ୟାଳୟ ର ଉର୍ଦ୍ଧୁ ଶିକ୍ଷକ ରଫିରୁଦ୍ଦିନ ମଞ୍ଚ ଆହ୍ବାନ କରିଥିବା ବେଳେ ଶିକ୍ଷକ ଗୌରୀଶଙ୍କର ଦାସ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଗୌରାଙ୍ଗ ଚରଣ ରାଉତ, ଜନ୍ମେଜୟ ଅଣ୍ଡିଆ, ରାଜକିଶୋର ବାରିକ, ଦୀନକୃଷ୍ଣ କାମିଳା, ଅଣଶିକ୍ଷକ ଖୁଦିରାମ କାମିଳା, ଅମୀୟ ବାରିକ, ଅଭୟ କୁମାର ପ୍ରଧାନ ଓ ଶୁଭେନ୍ଦୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ, ପରିଚାଳନା ରେ ସହଯୋଗ କରିଥିବାବେଲେ ଶିକ୍ଷକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login