ସମ୍ବଲପୁର : ସମ୍ବଲପୁର ହିଂସା ଘଟଣାରେ ୧୬ ଜଣଙ୍କୁ ପଚରାଉଚରା । ସୋସିଆଲ ମିଡିଆରେ ପ୍ରଚାର କରୁଥିଲେ ଗୁଜବ । ୨ ଗ୍ରୁପ ଆଡମିନଙ୍କୁ ବଣ୍ଡରେ ଛାଡିଲା ପୁଲିସ । ଗୁଜବ ପ୍ରଚାର ନ କରିବାକୁ ଏସପିଙ୍କ ପରାମର୍ଶ । ଗଠନ ହୋଇଛି ସୋସିଆଲ ମିଡିଆ ମନିଟରିଂ ଟିମ୍ । ଏହି ଟିମ୍ ସବୁ ପୋଷ୍ଟ ଉପରେ ରଖୁଛି ନଜର । ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।
Views: 81