ସମ୍ବଲପୁର : ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥର ମାଡ ଘଟଣା । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ । ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସୋସିଆଲ ମିଡିଆରେ ଉସକାଇବା ଭଳି ମେସେଜ ରୋକିବାକୁ ପଦ କ୍ଷେପ । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ।
ସୂଚନା ଅନୁଯାୟୀ ଗତକାଲି ହନୁମାନ ଜୟନ୍ତୀ ବାଇକରାଲି ସମୟରେ ପଥରମାଡ଼ଙ୍କୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା । ସହରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ସମ୍ବଲପୁରରେ ୧୪୪ ଧାରା ଜାରି କରାଯାଇଛି । ସହରର ୫ଟି ଥାନା ଅଞ୍ଚଳରେ ନିୟମ କଡ଼ାକଡ଼ି କରାଯାଇଛି । ଟାଉନ ଥାନା, ସଦର ଥାନା ଅଇଁଠାପାଲି, ଧନୁପାଲି, କ୍ଷେତରାଜପୁର ଥାନା ଅଞ୍ଚଳରେ ୧୪୪ଧାରା ଜାରି ହୋଇଛି । ପୁରା ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟଏକ ଗୋଷ୍ଠୀର ପଥର ମାଡରେ ଅତିରିକ୍ତ ଏସ୍ପିଙ୍କ ତପନ ମହାନ୍ତିଙ୍କ ସହିତ ୧୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଆହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଲାଗିଛି ଆଘାତ। କିଛି ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ତିନିଟି ଦୋକାନ ଘର ଉତ୍ତଜନାକାରୀ ଜାଳି ଦେଇଥିବା ଜଣାପଡିଛି ।
ସମ୍ବଲପୁର ଜିଲ୍ଲାରେ ଇଣ୍ଟରନଟେ ସେବା ବନ୍ଦ , ୧୪୪ ଧାରା ଜାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







