The Ultimate Managed Hosting Platform
ADVERTISEMENT

ସମ୍ବଲପୁରରେ ବସିଲା ଶାନ୍ତି କମିଟି ବୈଠକ

Facebook
Twitter
LinkedIn

ସମ୍ବଲପୁର : ସ୍ୱାଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ସମ୍ପୂର୍ଣ ଶାନ୍ତି ଫେରାଇ ଆଣିବା ଦିଗରେ ଜିଲ୍ଲା ପ୍ରଶାସନ ଏକାଧିକ ଶାନ୍ତି କମିଟି ବୈଠକ କରୁଛନ୍ତି ।ଆଜି ମଧ୍ୟ ଆରଡିସିଙ୍କ କାର୍ୟ୍ୟାଳୟ ଠାରେ ଆଉ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ବିଭିନ୍ନ କମ୍ୟୁନିଟିର ମୁରବି ମାନେ ଯୋଗ ଦେଇଛନ୍ତି । ଆଜି ସମ୍ବଲପୁର ସହରରେ ଦିନ ୧୦ଟାରୁ ଲିଜ ଲାଇନ ଓ ବ୍ରଡ୍ ବ୍ୟାଣ୍ଡ ସେବାକୁ ଟ୍ରାଏଲ ମୋଡ଼ରେ ଆରମ୍ଭ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login