The Ultimate Managed Hosting Platform
ADVERTISEMENT

ସମ୍ବଲପୁରରେ ବବିଙ୍କ ଜୋରଦାର ପ୍ରଚାର

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ବବିଙ୍କ ଜୋରଦାର ପ୍ରଚାର । ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଜି ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ ଦଳର ନେତା ଓ କର୍ମୀ । ପ୍ରଥମେ ଦେବଗଡ଼ର ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇଥିଲେ ପ୍ରଣବ । ଏହାପରେ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କୁ ଭୋଟ ମାଗିଛନ୍ତି । କୌଣସ ନେତାଙ୍କ ନାଁ ନନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରଣବ ।ଜାତୀୟ ଦଳ ଓଡ଼ିଶାକୁ ବିନ୍ଦୁ ଭାବେ ଦେଖୁଥିବା ବେଳେ ବିଜେଡି ରାଜ୍ୟକୁ ସିନ୍ଧୁ ଭାବେ ଗ୍ରହଣ କରିଥିବା ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login