ଭୁବନେଶ୍ୱର : ସମ୍ପାଦକ ପଦରୁ ଇସ୍ତଫା ଦେଲେ ସୈାମ୍ୟ ପଟ୍ଟନାୟକ । ବରିଷ୍ଠ ନେତା ସୌମ୍ୟ ରଂଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଦୈନିକ ଖବରକାଗଜ ‘ସମ୍ବାଦ’ ର ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ‘ସମ୍ବାଦ’ ଗ୍ରୁପର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତି ତନୟା ପଟ୍ଟନାୟକ ଆଜି ‘ସମ୍ବାଦ’ ର ନୂତନ ସମ୍ପାଦକ ଭାବେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି ।
Views: 97











