The Ultimate Managed Hosting Platform
ADVERTISEMENT

ସମୁଦ୍ରରେ ବୁଡିଲା ମାଛଧରା ବୋଟ, ପହଁରି ପହଁରି କୂଳକୁ ଆସିଲେ ମତ୍ସ୍ୟଜୀବୀ

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ସମୁଦ୍ରରେ ବୁଡିଲା ମାଛଧରା ବୋଟ । ସାତଭାୟା ନିକଟ ସମୁଦ୍ରରେ ବୋଟରେ ପାଣି ପଶିବାରୁ ବୁଡିଗଲା । ପହଁରି ପହଁରି କୂଳକୁ ଆସିଲେ ୮ ମତ୍ସ୍ୟଜୀବୀ । ସମୁଦ୍ରକୁ ବୋଟ ମାଛ ମାରିବା ପାଇଁ ଆସିଥିବା ବେଳେ ବୋଟରେ ୮ ଜଣ ମତ୍ସ୍ୟଜୀବୀ ଥିଲେ । ସମସ୍ତେ ସୁରକ୍ଷିତ ଥିବା ସୂଚନା ରହିଛି । ବୋଟରେ ଥିବା ମାଛ ସହ ସମସ୍ତ ଆସବାବପତ୍ର ସମୁଦ୍ରରେ ବୁଡି ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login