ଭୁବନେଶ୍ୱର : ସଭାପତି ନିଯୁକ୍ତ ପରେ ମନମୋହନଙ୍କ ପ୍ରତିକ୍ରିୟା । ରାଜ୍ୟରେ ଚାଲିଥିବା ସକରାର ଅନ୍ୟାୟ ଅତ୍ୟାଚାରରେ ବୁଡିଛି । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଲଢିବ ବିଜେପି । ଓଡିଶାରେ ଦୁର୍ନୀତିଗ୍ରସ୍ତ ଶାସନ ଚାଲିଛି ତାକୁ ୨୪ରେ ପରିବର୍ତ୍ତିତ କରାଯିବ । ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର , ଆମେ ସେହି ବିକଳ୍ପ ହେବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି , ସମସ୍ତଙ୍କ ସହଯୋଗ କାମନା କରିବି ।
ମନମୋହନ ସାମଲ ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ମନମୋହନଙ୍କୁ ନୂଆ ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ । ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ମନମୋହନ ।
Views: 88