The Ultimate Managed Hosting Platform
ADVERTISEMENT

ସମଲେଶ୍ୱରୀ ମନ୍ଦିରରେ ପାନ ଗୁଟଖା ମନା

Facebook
Twitter
LinkedIn

ସମ୍ବଲପୁର : ପାନଗୁଟଖା ଖାଇଥିଲେ କିମ୍ବା ସାଥିରେ ନେଲେ ମାଆ ସମଲେଶ୍ବରୀ ମନ୍ଦିରକୁ ପ୍ରବେଶ ମନା। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଖୁବଶୀଘ୍ର ସମଲେଶ୍ବରୀ ମନ୍ଦିରରେ ବି ପାନଗୁଟଖା ପ୍ରବେଶ ଉପରେ କଟକଣା ଲାଗିବ। କୌଣସି ଭକ୍ତ ପାନଗୁଟୁଖା ପ୍ୟାକେଟରେ ନେଇ କିମ୍ବା ଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସମଲେଇ ପ୍ରକଳ୍ପର ଉଦଘାଟନ ପରେ ମନ୍ଦିର ଟ୍ରଷ୍ଟବୋର୍ଡ ଏହି ନିୟମ କାର୍ୟ୍ୟକାରୀ କରିବ । ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login