The Ultimate Managed Hosting Platform
ADVERTISEMENT

ସଭାସ୍ଥଳରେ ପହଁଚିବା ପୂର୍ବରୁ ଭାରସାମ୍ୟ ହରାଇ ଓଲଟିଲା ପିକଅପ, ୪୦ ଆହତ

Facebook
Twitter
LinkedIn

ଲହୁଣିପଡା : ଭାରସାମ୍ୟ ହରାଇ ଓଲଟିଲା ପିକଅପ । ଏଭଳି ଘଟଣା ଘଟିଛି କେବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ ଗଗନା ପୋଷ ନିକଟରେ । ପିକଅପ ଓଲଟିବାରୁ ୪୦ ଜଣ ଆହତ ହୋଇଛନ୍ତି । ସଭାସ୍ଥଳରେ ପହଁଚିବା ପୂର୍ବରୁ ମାତ୍ର କେଇ ମିଟର ଦୂରରେ ଓଲଟିଲା ପିକଅପ । ୨୬ ରୁ ଅଧିକ ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ୧୩-୧୪ ଜଣଙ୍କୁ ଲହୁଣିପଡା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । କଣ ପାଇଁ ସଭା ହେଉଥିଲା ତାହା ଗୁରୁତର ମାନେ ସଠିକ ଭାବେ କହିପାରୁ ନ ଥିବା ବେଳେ ସାଙ୍ଗରେ ଆଧାରକାର୍ଡ ଧରି ଆସିବାକୁ କୁହାଯାଇଥିଲା ବୋଲି କିଛି ଆହତ କହିଛନ୍ତି । ଚୋରଧରା ପଞ୍ଚାୟତର ସମସ୍ତ ଲୋକଙ୍କୁ ଏହି ସଭାରେ ଯୋଗ ଦେବାକୁ କୁହାଯାଇଥଲା । ପୁଲିସ ଘଟଣାସ୍ଥଳରୁ ପିକଅପ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login