The Ultimate Managed Hosting Platform
ADVERTISEMENT

ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ : ଜଗବନ୍ଧୁ

Facebook
Twitter
LinkedIn

ଭୁବନେଶ୍ୱର : ଅକ୍ଷୟ ପରିଜାଙ୍କ ବିରୋଧରେ ବର୍ଷିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ । ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ କହିଲେ ଜଗବନ୍ଧୁ ଚାନ୍ଦ । କ୍ୟାପିଟାଲ ହସ୍ପିଟାଲ ନେବା ସମୟରେ ରଖିଲେ ପ୍ରତିକ୍ରିୟା । ଶ୍ରଦ୍ଧାଞ୍ଜଳିକୁ ଟଙ୍କା ଲୋଭ ଦେଖାଇ ଆମ ମୁଣ୍ଡରେ ଅଠା ବୋଳିଛନ୍ତି । ସମୟ ଆସିଲେ ସବୁ କହିବୁ କହିଲେ ଜଗବନ୍ଧୁ ଚାନ୍ଦ । ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ , ଆହୁରି ଲୋକ ବି ଅଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କୁ ଲୁଚାଇ ରଖାଯାଇଛି , ତାଙ୍କୁ ଶୀଘ୍ର ବାହାର କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login