The Ultimate Managed Hosting Platform
ADVERTISEMENT

ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷର ଜୀବନବୀମା , ମୁଖ୍ୟମନ୍ତ୍ରୀ କଲେ ଘୋଷଣା

Facebook
Twitter
LinkedIn

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ସିଏମଙ୍କ ଘୋଷଣା । ୧୦ ଲକ୍ଷର ଜୀବନ ବୀମା ପାଇବେ ସଫେଇ କର୍ମଚାରୀ । ସବୁ ସୁରକ୍ଷା ସତ୍ତ୍ୱେ କର୍ମ କ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ମିଳିବ । ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଦେବେ ସରକାର । ସହରୀ ପିଏମ ଆବାସ ଯୋଜନାରେ ସଫାଇ କର୍ମୀଙ୍କୁ ମିଳିବ ଛାତ ଘର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login