The Ultimate Managed Hosting Platform
ADVERTISEMENT

ସକାଳୁ ୩ ଥର ଥରିଲା ହିମାଚଳ

Facebook
Twitter
LinkedIn

ନୂଆଦିଲ୍ଲୀ : ଥରିଲା ହିମାଚଳ ପ୍ରଦେଶ । ସକାଳୁ ସକାଳୁ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି । ମାଣ୍ଡି ସହରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ପରେ ଗୋଟିଏ ୩ଥର ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଯଦିଓ ରିଚ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୩ ରହିଥିଲା । ସକାଳ ପ୍ରାୟ ୨.୩୦ ମିଟନ ସମୟରେ ଘଟିଥିଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ନାହିଁ। ଗତକାଲି ଆମେରିକାର କାଲିଫର୍ନିଆ ସହରରେ ୭ ତିବ୍ରତାର ଏକ ଭୂମିକମ୍ପ ଘଟିଥିଲା। କାଲିଫର୍ନିଆର ଫର୍ଣ୍ଡଲେ ସହରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦେଖିବାକୁ ମିଳିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login