The Ultimate Managed Hosting Platform
ADVERTISEMENT

ସଂଧ୍ୟା ୫ଟାରେ ଶପଥ ନେବେ ନୀତୀଶ

Facebook
Twitter
LinkedIn

ନୂଆଦିଲ୍ଲୀ : ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ । ରାଜ୍ୟପାଳଙ୍କୁ ଏନଡିଏ ସମର୍ଥନ ପତ୍ର ଦେଲେ ନୀତୀଶ । ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ । ୭୮ ବିଜେପି, ୪୫ ଜେଡିୟୁ, ୪ ଏଚଏଏମ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ । ସନ୍ଧ୍ୟା ୫ଟାରେ ଶପଥ ନେବେ ନୀତୀଶ କୁମାର । ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login