The Ultimate Managed Hosting Platform
ADVERTISEMENT

ଶ୍ରେଣୀ କକ୍ଷରେ ବସିବା ପାଇଁ ଗଣ୍ଡଗୋଳ, ଦୁଇ ଛାତ୍ର ପରସ୍ପରକୁ କଲେ ଆକ୍ରମଣ

Facebook
Twitter
LinkedIn

ହିଞ୍ଜିଳିକାଟୁ : ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦୁଇ ସହପାଠୀ ମଧ୍ୟରେ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଓ ବେଲଗାଁ ଥାନା ଗଣ୍ଡଳା ସରକାରୀ ସ୍କୁଲରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ତାଙ୍କ ସହପାଠୀ କୌଣସି ଧାରୁଆ ସମାଗ୍ରୀରେ ଆକ୍ରମଣ କରିଛି । ଆହତ ଛାତ୍ର ବିପଦମୁକ୍ତ ଥିବା ବେଳେ ପୀଡ଼ିତ ଛାତ୍ରଙ୍କ ପେଟ,ଜଂଘ ଓ ହାତରେ ଆହତ ଲାଗିଛି ।ପୀଡ଼ିତ ଛାତ୍ର ବି ଆକ୍ରମଣ କରିଥିବା ଛାତ୍ରଙ୍କ ପାଟିରେ ଧାରୁଆ ଅସ୍ତ୍ର ପୂରାଇଦେବାରୁ ସେ ମଧ୍ୟ ଆହତ ହୋଇଥିଲେ । ବେଲଗାଁ ଥାନା ର କୌଣସି ଅଭିଯୋଗ ହୋଇନଥିବା ବେଳେ ଅନ୍ୟ ପଟେ ଶିକ୍ଷକ,ଶିକ୍ଷୟିତ୍ରୀ,ଦୁଇ ପରିବାର ଓ ଭଦ୍ର ବ୍ୟକ୍ତି ମାନେ ବିଦ୍ୟାଳୟ ରେ ବସି ଆପୋଷ ବୁଝାମଣା ହୋଇ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login