ଭୁବନେଶ୍ୱର : ସୋସିଆଲ ମିଡିଆରେ ‘ଶ୍ରୀମୟୀଙ୍କ ସମୟ ବଡ ବଳବାନ’ ନିଶାନା । ଗଞ୍ଜାମରୁ ଆରମ୍ଭ ଗଞ୍ଜାମରେ ଶେଷ କହି ପରୋକ୍ଷରେ ନିଶାନା କଲେ । ନିଜର ହାକିମାତି ଜାହିର ପାଇଁ ଗଞ୍ଜାମର ଜଣେ ବରିଷ୍ଠ ନେତାଙ୍କୁ ଜେଲ ପଠାଇଥିଲେ । ଗୁରୁ ଯେଉଁ ଅଧ୍ୟାପକଙ୍କୁ ଚୟନ କରି ଗଞ୍ଜାମ ଦାୟିତ୍ୱ ଦେଲେ , ତାଙ୍କୁ ଜେଲ ପଠାଇଲେ । ଆତ୍ମଘୋଷିତ ଶିଷ୍ୟ କ୍ଷମତାର ଦୁରୂପଯୋଗ କରି ତାଙ୍କୁ ଅପରାଧୀ ସଜାଇଲେ । କେବଳ ଜେଲ ନୁହେଁ , ଏକମାତ୍ର ଝିଅର ସ୍ୱପ୍ନର ପରିବାରରେ ବି ନିଆଁ ଲଗାଇଲେ । ଭଣ୍ଡ ସନ୍ୟାସୀଙ୍କ ଏହି ସବୁ କୁକର୍ମରେ ଯିଏ ସେତେବେଳେ ସହଯୋଗୀ ଥିଲେ ଏବେ ତାଙ୍କ ଉପରେ ସମୟ ହିଁ ଦାଉ ସାଧିବ । ସର୍ବେସର୍ବାଙ୍କ ଛାୟା ନିଦେ୍ର୍ଦଶରେ ଯେଉଁମାନେ ବି କ୍ଷୋଭ କରୁଛନ୍ତି ବିବେକକୁ ପଚାରନ୍ତୁ । ଯିଏ ଠିକ ଥିବ ନିଶ୍ଚୟ ନ୍ୟାୟ ପାଇବ, ସମୟ ବଡ ବଳବାନ ।
Views: 51











