The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା: ସିସିଟିଭିରୁ ଜଣେ ସନ୍ଦିଗ୍ଧ ଚିହ୍ନଟ, ସେବାୟତଙ୍କୁ ଚାଲିଛି ଜେରା

Facebook
Twitter
LinkedIn

ଶ୍ରୀମନ୍ଦିର ରୋଷ ଶାଳାରେ ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ । ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ଜଣେ ସନ୍ଦିଗ୍ଧ । ତେବେ ସେ ସେବାୟତ କି ଅଣସେବାୟତ । ତାହା ସ୍ପଷ୍ଟ ହୋଇନାହିଁ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି 

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ କରାଯାଇଛି । ତେବେ ସେ  ଯୁବକ ଜଣଙ୍କ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ । ଏପିରିକି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବାର ଦୃଶ୍ୟ ସିସିଟିଭିରୁ ଜଣାପଡିଛି । ସମ୍ପୃକ୍ତ ଜେଟିପି ଓ ଉପସ୍ଥିତ ସେବାୟତମାନଙ୍କୁ ଜେରା ଚାଲିଛି । ଘଟଣାରେ କିଏ କିଏ ସଂପୃକ୍ତି ଅଛନ୍ତି । ସେନେଇ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ପୁରା ଘଟଣା ସାମ୍ନାକୁ ଆସିବ ।  

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login