ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିଦେ୍ର୍ଦଶ । ମେ ୮ ରେ ପିଏମଏଲଏ ସ୍ପେଶାଲ କୋର୍ଟରେ ହାଜର ନିଦେ୍ର୍ଦଶ । ଶ୍ରଦ୍ଧାଞ୍ଜଳିଙ୍କ ପକ୍ଷରୁ ହୋଇଥିବା ଆବେଦନ ଖାରଜ । ଓକିଲ ଜରିଆରେ ହାଜର ପାଇଁ କରିଥିଲେ ଆବେଦନ ।
୩ ଦିନିଆ ଗସ୍ତରେ ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ
Views: 77