The Ultimate Managed Hosting Platform
ADVERTISEMENT

ଶିଶୁ କନ୍ୟାକୁ ବ୍ୟାଗରେ ପୁରାଇ ରାସ୍ତା କଡ଼ରେ ଫୋପାଡ଼ିଲା ମା’

Facebook
Twitter
LinkedIn

ନିମାପଡ଼ା: କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସାରା ରାଜ୍ୟରେ ନାରାବାଜି ଚାଲୁଥିବା ବେଳେ, ପୁରୀ ଜିଲ୍ଲା ନିମାପଡ଼ା ସ୍ଥିତ ସାତଶଙ୍ଖ- ବଳଙ୍ଗା ମୁଖ୍ୟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । କନ୍ୟା ସନ୍ତାନ ହୋଇଥିବାରୁ ନିଜ ଜନ୍ମ କଲା ମା’ ଶିଶୁଟିକୁ ଫୋପାଡ଼ି ଦେଇଥିବା କୁହାଯାଉଛି ।

 ଏହି ନବଜାତ ଶିଶୁଟିକୁ ଜିବିତ ଅବସ୍ଥରେ ଏକ ବ୍ୟାଗ ଭିତରେ କପଡ଼ାରେ ଗୋଡ଼ାଇ ରାସ୍ତା କଡ଼ରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ବର୍ତ୍ତମାନ ଶିଶୁଟିକୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login