The Ultimate Managed Hosting Platform
ADVERTISEMENT

ଶିଶୁ ଉପରେ ଚଢିଗଲା ଟ୍ରକ

Facebook
Twitter
LinkedIn

ଉମରକୋଟ: ରାସ୍ତା ପାରିବେଳେ ଶିଶୁପୁତ୍ର ଉପରେ ଚଢିଗଲା ଟ୍ରକ । କୁନେ୍ଦଇ ଥାନା ଦେଓ ଭରଣ୍ଡି ଗାଁ ନିକଟ ରାସ୍ତାରେ ଚଢିଗଲା ଟ୍ରକ । ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତା ରୋକ । ମୃତକ ଛତିଶ ଗଡର । ବାପାମା’ ସହ ଦେଓଭରଣ୍ଡି ଆସିଥିଲା । ଉତ୍ୟେକ୍ତ ଲୋକଙ୍କ ସହ ହାଟଭରଣ୍ଡି ଥାନା ପୋଲିସ ଆଲୋଚନା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login