The Ultimate Managed Hosting Platform
ADVERTISEMENT

ଶିକ୍ଷକ ଦେବେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ

Facebook
Twitter
LinkedIn

ଭୁବନେଶ୍ୱର : କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ବିଧାନସଭା ଷ୍ଟାଣ୍ଡି କମିଟିର ସୁପାରିସ୍ । ଶିକ୍ଷକମାନଙ୍କୁ ଆଣ୍ଟି ଡ୍ରଗ ଡିକ୍ଲାରେସନ ଦେବାକୁ ସୁପାରିସ । ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏ ନେଇ ନିଷ୍ପତ୍ତି । ଯୁକ୍ତ ଦୁଇ ମାଧ୍ୟମିକ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ସୁପାରିସ । ପୂର୍ବରୁ ଛାତ୍ରଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ନିଦେ୍ର୍ଦଶ ରହିଛି । ଆଗରୁ ଛାତ୍ରଛାତ୍ରୀ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ଦାଖଲ କରୁଥିଲେ । ଏବେ କିନ୍ତୁ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁ ପଡ଼ିବ । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ପାଇଁ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login