ଭଦ୍ରକ : ବିଲରେ ୬ ଜଣଙ୍କୁ ଗୋଡାଇ କାମୁଡିଲା ଶିଆଳ । ତିହିଡି ତଳୁଦୁମୁକା ଗାଁ ବିଲରେ କାମ କରୁଥିବା ବେଳେ କାମୁଡିଲା । ୨ ଜଣ ମହିଳା ଓ ଜଣେ ଶିଶୁ ସମେତ ୬ ଆହତ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି । ଗାଁର ପାଞ୍ଚରୁ ୬ଟି ଗାଇ ଓ ଚାରିଟି ଛେଳିକୁ ମଧ୍ୟ କାମୁଡି ଗୁରୁତର କରିଛି । ଖବର ପାଇ ଧାମନନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଡାକ୍ତରଖାନାରେ ପହଁଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
Views: 97











