The Ultimate Managed Hosting Platform
ADVERTISEMENT

ଶନିବାର ସୁଦ୍ଧା ନିଟ୍ ୟୁଜି ରେଜଲ୍ଟ , ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ

Facebook
Twitter
LinkedIn

ନୂଆଦିଲ୍ଲୀ : ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ନିଦେ୍ର୍ଦଶ । ରେଜଲ୍ଟ ପ୍ରକାଶ ନେଇ ଏନଟିଏକୁ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ନିଦେ୍ର୍ଦଶ । ତେବେ ବିବାଦରେ ଫସିଥିବା ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟ ଯାଞ୍ଚ ରିପୋର୍ଟ ମାଗିଛନ୍ତି । ଏବେ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ ହେବ । ଏଥିସହ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଚିଫ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜେବି ପାରଦୀବାଲା, ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କର ତିନି ଜଣିଆ ଖଣ୍ଡପୀଠ ଏନେଇ ଶୁଣାଣି କରିଥିଲା । କୋର୍ଟରେ ଦୁଇ ପକ୍ଷର ଓକଲି ନିଜ ନିଜର ଦଲିଲ ଆଗତ କରିଥିଲେ । ଏହି ମାମଲାରେ ୪୦ ଜଣ ଅଧିକ ଆବେଦନକାରୀଙ୍କ ମାମଲାରେ ଶୁଣାଣି ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login