ବୈାଦ୍ଧ: ପୁଣି ଖାକିରେ ଲାଗିଲା ଦାଗ । ଭିଜିଲାନ୍ସ ଜାଲରେ ପଡିଗଲେ ଆଉଆଇସି । ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଆଇଆଇସି । ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଧରାପଡିଲେ । ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଜବତ ବାଲି ଗାଡି ଛାଡିବାକୁ ଲାଞ୍ଚ ନେଉଥିବା ସୂଚନା ।
Views: 81