ବଲାଙ୍ଗିର : ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପିଟିଲେ । ଡାକ୍ତର ମଦ ପିଇ ରକ୍ତ ଦେବାରେ ବିଳମ୍ବ କରିବାରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ । ଡାକ୍ତରଙ୍କୁ ସମ୍ପର୍କୀୟଙ୍କ ମାଡ ଯୋଗୁଁ ହସ୍ପିଟାଲ ପରିସରରେ ଉତ୍ତେଜନା । ଡାକ୍ତରଙ୍କୁ ସୁରକ୍ଷାକର୍ମୀ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କଲେ ।
Views: 92











