The Ultimate Managed Hosting Platform
ADVERTISEMENT

‘ରେଲୱେ ଟ୍ରାକ ସୁରକ୍ଷାକୁ ଗୁରୁତ୍ୱ ଦିଅ’

Facebook
Twitter
LinkedIn

ଭୁବନେଶ୍ୱର : ରେଲୱେ ଟ୍ରାକର ନିରାପତ୍ତା ନେଇ ସବୁ ଜିଏମଙ୍କୁ ଚିଠି । ରେଲୱେ ବୋର୍ଡ ଭିତ୍ତିଭୂମି ସଦସ୍ୟ ରୂପ ସୁନକରଙ୍କ ଚିଠି । ବାହାନଗା ଟ୍ରାଜେଡି ପରେ ସବୁ ଜେନେରାଲ ମ୍ୟାନେଜରଙ୍କୁ ଚିଠି । ଟ୍ରାକ ରକ୍ଷଣାବେକ୍ଷଣ ପାଇଁ ଅଧିକ ଗୁରୁତ୍ୱ ଦେବାକୁ ଚିଠିରେ ପରାମର୍ଶ । କୈାଣସି ସର୍ଟକର୍ଟ ଉପାୟ ଅବଲମ୍ବନ ନ କରିବାକୁ ତାଗିଦ୍ । ଫିଲ୍ଡ ଅଧିକାରୀ ରକ୍ଷଣାବେକ୍ଷଣକୁ ଅଧିକ ଗୁରୁତ୍ୱ ଦେବେ । ୱାର୍କ ସାଇଟ୍ ରେଅଧିକ ସମୟ ରହିବାକୁ ପରାମର୍ଶ । ବରିଷ୍ଠ ଓ କନିଷ୍ଠ ଯନ୍ତ୍ରୀଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ପରାମର୍ଶ । ଫିଲ୍ଡରେ ସିନିୟର ଅଧିକାରୀ ରହି ଯନ୍ତ୍ରୀଙ୍କୁ ତଦାରଖ କରିବେ । ମୈାସୁମୀ ପାଇଁ ସତର୍କମୂଳକ ପଦକ୍ଷେପ ନେବାକୁ ପରାମର୍ଶ । ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ସହ ଗଛ କାଟିବାକୁ ପରାମର୍ଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

Login