The Ultimate Managed Hosting Platform
ADVERTISEMENT

ରେଡ୍ କ୍ୟାମ୍ପରେ ପିଙ୍କ ନୋଟ

Facebook
Twitter
LinkedIn

ମାଲକାନଗିରି : ମାଓ କ୍ୟାମ୍ପରେ ବିଡା ବିଡା ୨ ହଜାର ଟଙ୍କିଆ ନୋଟ । ୨ ହଜାର ଟଙ୍କାଆ ନୋଟ ବଦଳ ପାଇଁ ଆସି ୨ ମାଓବାଦୀ ଗିରଫ । ୮ ଲକ୍ଷ ଟଙ୍କାର ଦୁଇ ହଜାର ନୋଟ ବଦଳ କରିବାକୁ ଯାଇ ଗିରଫ । ଗିରଫ ୨ ଜଣ ଛତିଶଗଡ ବିଜାପୁର ମାଓ ନେତା ମଲେସ ସହଯୋଗୀ । ନଗଦ ୬ ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସବୁକ ଜବତ କଲା ଡିଆରଜି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login