The Ultimate Managed Hosting Platform
ADVERTISEMENT

ରାସ୍ତା ପାଇଁ ରାସ୍ତା ରୋକ,ଅବରୋଧ କଲେ ୨୦ଟି ଗାଁର ଗ୍ରାମବାସୀ

Facebook
Twitter
LinkedIn

ଧର୍ମଗଡ: ରାସ୍ତା ନବୀକରଣ ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକ । ବାନେର ଛକରେ ରାସ୍ତା ଅବରୋଧ କଲେ ୨୦ଟି ଗାଁର ଗ୍ରାମବାସୀ । ଭବାନୀପାଟଣାକୁ ସଂଯୋଗ ଜୟପାଟଣା-ମୋଟେ ରାସ୍ତା ଅବରୋଧ । ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ବନ୍ଦ । ଯାତାୟାତ ବାଧାପ୍ରାପ୍ତ । ହି ରାସ୍ତା ଉପରେ ୫୦ରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି । ଅନେକ ଥର ରାସ୍ତା ମରାମତି କରିବାକୁ ଦାବି ହୋଇଛି । ହେଲେ ସ୍ଥାନୀୟ ନେତା କି ପ୍ରଶାସନ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ରହିଛି । ପରେ ବାନେର ଲଡୁଗାଁ ରାସ୍ତା ବଂଚାଅ କମିଟି ତରଫରୁ ଏହି ରାସ୍ତାରୋକ କରାଯାଇଛି । ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ୧୨ ଘଂଟା ପାଇଁ ଅବରୋଧ କରାଯାଇଛି । ଫଳରେ ଅନେକ ଗାଡି ମୋଟର ଅଟକ ରହିଛି । ଯଦି ଆଗାମୀ ଦିନରେ ଦାବି ମୁତାବକ ପ୍ରତିଶ୍ରୁତି ନମିଳେ ତାହେଲେ ଆନ୍ଦୋଳନ ଆହୁରି ତେଜିବ ବୋଲି ଚେତାବନୀ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login