The Ultimate Managed Hosting Platform
ADVERTISEMENT

ରାସ୍ତା କଡରୁ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ରାୟଗଡା : କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ରାସ୍ତା କଡରୁ ଓଏପିଏଫ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଶେଷ ଖାଲ ଥାନା ପିତାମହଲ ଅଞ୍ଚଳର ରାସ୍ତା କଡରୁ ଉଦ୍ଧାର । କନଷ୍ଟେବଳଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ଛାନଭିନ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login