The Ultimate Managed Hosting Platform
ADVERTISEMENT

ରାସ୍ତାରୁ ଖସିଲା ବସ , ୫ ଜଣ ଗୁରୁତର

Facebook
Twitter
LinkedIn

ଅନୁଗୁଳ : ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ । ୫ ଜଣ ଗୁରୁତର ହୋଇଛନ୍ତି । ଏନେଚ-୫୫ର ଜେରେଙ୍ଗ ଦେହୁରୀସାହି ନିକଟରେ ରାସ୍ତାତଳକୁ ଖସିଲା ବସ । ବସଟି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଲା । ଗାଡିରେ ୫୦ ଜଣ ଯାତ୍ରୀ ଥିଲେ । ଜରପଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login