ଦିଗପହଣ୍ଡି : ସାପ କାମୁଡାରେ ମାଇଁ ସହ ନାବାଳିକା ଭାଣିଜୀର ଚାଲିଗଲା ଜୀବନ । ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ ବାଲୁଗାଁରେ ଅଘଟଣ । ରାତିରେ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଥିଲା । ହସ୍ପିଟାଲ ନେବା ପାଇଁ ପ୍ରସ୍ତୁତି ବେଳେ ଉଭୟଙ୍କ ମୃତ୍ୟୁ ।ମୃତକ ମାଇଁ ଦମୟନ୍ତୀ ଶବର ଓ ଭାଣିଞ୍ଜି ଲିମି କାର୍ଜି କ୍ଷ ଗତକାଲି ରାକିରେ ଦୁଇ ଜଣ ଶୋଇଥିବାବେଳେ ସାପଟି କାମୁଡ଼ି ଦେଇଥିଲା । ଉଭୟଙ୍କୁ ହସ୍ପିଟାଲ ନେବାବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା ।
Views: 65











