The Ultimate Managed Hosting Platform
ADVERTISEMENT

ରାତିରେ ଖୋଲିବ ନନ୍ଦନକାନନ !

Facebook
Twitter
LinkedIn

ଭୁବନେଶ୍ୱର : ଆଗକୁ ରାତିରେ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସେଣ୍ଟ୍ରାଲ ଜୁ ଅଥରିଟିରେ ଦାଖଲ ମାଷ୍ଟର ପ୍ଲାନରେ ନୂଆ ବ୍ୟବସ୍ଥା । ଏବେ ସନ୍ଧ୍ୟା ୫ଟାରେ ବନ୍ଦ ନନ୍ଦନକାନନ ରାତିରେ ବି ଖୋଲା ରହିବ । ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ । ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ରହିବ । ମାଷ୍ଟରପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ରହିଛି ପ୍ରସ୍ତାବ । କୃଷ୍ମପ୍ରସାଦ ଓ ଚୁଡଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବଢିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login