ଭୁବନେଶ୍ୱର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ମୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର । ସେଥିରୁ ଯୁବ ଭୋଟର ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯କୁ ବୃଦ୍ଧି । ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ ଦିଆଯାଇଛି । ମହିଳା ଭୋଟରଙ୍କ ସଂଖ୍ୟା ବଢିଛି । ହଜାରେ ପୁରୁଷରେ ୯୭୨ ଜଣ ମହିଳା । ପ୍ରେସମିଟରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।
Views: 106











