ଭୁବନେଶ୍ୱର : ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି କହିଲେ ନରସିଂହ ମିଶ୍ର । ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ବିଧାନସଭାର ଆବଶ୍ୟକତା ନାହିଁ । ମୁତବି ଗ୍ରହଣ କରାଯାଉନି , ପ୍ରଶ୍ନର ଉତ୍ତର ମିଳୁନି । ଜିଲ୍ଲାପାଳ , ଏସପିମାନେ ଜିଲ୍ଲା ସଭାପତି, ସଂପାଦକ ଭାବେ କାମ କରୁଛନ୍ତି । ପ୍ରକୃତରେ ଯଦି ଲୋକଙ୍କ କଥା ଶୁଣୁଛନ୍ତି, ସରକାରୀ କର୍ମଚାରୀ କାହିଁକି ରାସ୍ତାରେ ବସିଛନ୍ତି । ଫାଇଭ-ଟି ସଚିବ ନିର୍ବାଚନ ପ୍ରଚାରରେ ଯାଉଛନ୍ତି , ସମାଲୋଚନା କଲେ ପ୍ରତିହିଂସା ।
Views: 112











