The Ultimate Managed Hosting Platform
ADVERTISEMENT

ରାଜ୍ୟରେ କାଳ ବୈଶାଖୀ ପ୍ରଭାବ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ । କାଳବୈଶାଖୀ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, ଗଜପତି, ମୟରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ନେଇ ଆଶଙ୍କା । କିଛି ସ୍ଥାନରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଅନ୍ୟ ୨୨ ଜିଲ୍ଲାକୁ କାଲି ସକାଳ ସାଢେ ଆଠଟା ପର୍ୟ୍ୟନ୍ତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟିତ , ସବୁ ଧର୍ମର ଲୋକଙ୍କ ପ୍ରବେଶ ପାଇଁ ଅନୁମତି

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟିତ , ସବୁ ଧର୍ମର ଲୋକଙ୍କ ପ୍ରବେଶ ପାଇଁ ଅନୁମତି

କୋଲକତା : ଉଦଘାଟିତ ହେଲା ଦୀଘା ଜଗନ୍ନାଥ ମନ୍ଦିର । ଅକ୍ଷୟ ତୃତୀୟା ଅବସରରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ବର୍ଷା ପରେ ପୁଣି ଏକ ସପ୍ତାହ ଯାଏ ଥରିବ ଓଡ଼ିଶା

ରାଜ୍ୟରେ କାଳ ବୈଶାଖୀ ପ୍ରଭାବ, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀ । କାଳବୈଶାଖୀ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା,...

Login